Report Card Odisha

| Daily Odia News

ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ରକ୍ତମୁଖା ହେଲା ସ୍ୱାମୀ…..

ରିପୋର୍ଟ କାର୍ଡ / ମୟୁରଭଞ୍ଜ

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ରକ୍ତମୁଖା ହୋଇ ସ୍ୱାମୀ ଯୁବକଙ୍କୁ ହାଣିଲେ । କଟୁରୀରେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣୁଥିବା ଭିଡ଼ିଓ ଭାଇରାଲ ହେଉଛି । ଏଭଳି ଘଟଣା ସାମ୍ନାକୁ ଆସିଛି କରଞ୍ଜିଆ ଅଞ୍ଚଳରେ | ଭିଡ଼ିଓ ଟି ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । କରଞ୍ଜିଆ ସହରରେ ଦୋକାନ କରିଥିବା ଜଣେ କମ୍ପୁଟର ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଖବର ଆସିଛି । ହେଲେ ସୌଭାଗ୍ୟବଶତଃ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କମ୍ପୁଟର ଦୋକାନୀ ।

Breaking News