Report Card Odisha

| Daily Odia News

ଦକ୍ଷିଣ ମୋଡ ନେଲା ୩ ରଥ…..

ରିପୋର୍ଟ କାର୍ଡ / ପୁରୀ

ଆସନ୍ତା ୨୮ ତାରିଖରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁ ବାହୁଡ଼ିଯିବେ ରତ୍ନ ବେଦୀକୁ | ଆଜ୍ଞାମାଳ ଆସିବା ପରେ ଚାଲିଛି ବାହୁଡ଼ା ଯାତ୍ରା ପ୍ରସ୍ତୁତି । ଦର୍ପଦଳନ ଓ ତାଳଧ୍ବଜ ରଥର ଦକ୍ଷିଣ ମୋଡ଼ ପରେ ଦକ୍ଷିଣ ମୋଡ଼ ନେଇଛି ନନ୍ଦିଘୋଷ ରଥ । ଆଜି ପ୍ରଶାସନ ଉପସ୍ଥିତିରେ ପୋଲିସ ସହାୟତାରରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରାଯାଇଛି ।ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ରଥା ଟଣା ହୋଇ ନାକଚଣା ଦ୍ୱାର ଆଗରେ ଲାଗିଛି ।

Breaking News