Report Card Odisha

| Daily Odia News

ବଲାଙ୍ଗିରରେ ଗୁଳିକାଣ୍ଡ….

ରିପୋର୍ଟ କାର୍ଡ / ବଲାଙ୍ଗିର

ବଲାଙ୍ଗିର-ସୋନପୁର ରାସ୍ତାର ସଇଁତଳା ନିକଟରେ ଗୁଳିକାଣ୍ଡ ଘଟିଛି। ଏକ ହୋଟେଲ ବାହାରେ ଏୟାର ଗନରୁ ୯ ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ଜଣାପଡ଼ିଛି। ହୋଟେଲ ମାଲିକଙ୍କ ସହ ବଚସାରୁ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ହୋଟେଲ ମାଲିକଙ୍କ ଡ୍ରାଇଭର ଗୁଳି ଫୁଟାଇଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁଳିକାଣ୍ଡ ସମ୍ପର୍କରେ ତଦନ୍ତ ଜାରି ରଖିଛି। ହୋଟେଲ ଡ୍ରାଇଭରଙ୍କ ଡ୍ରାଇଭରକୁ ଗିରଫ କରାଯାଇଥିବାବେଳେ ତାର ଅନ୍ୟ ୨ ସହଯୋଗୀ ଫେରାର ହୋଇଯାଇଛନ୍ତି।

Breaking News