ରିପୋର୍ଟ କାର୍ଡ / ବଲାଙ୍ଗୀର
ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଗଳା କାଟି ହତ୍ୟା କରାଯାଇଛି। ବଲାଙ୍ଗୀର ନିଖିଲ ନଗରରେ ଏଭଳି ଘଟଣା ଘଟିଛି। ଘରେ କେହି ନଥିବା ବେଳେ ଦୁର୍ବୃତ୍ତ ପଶି ଛାତ୍ରୀଙ୍କୁ ହତ୍ୟାକରିଛି | ଏହାପରେ ଦୁର୍ବୃତ୍ତ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି।
More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..