Report Card Odisha

| Daily Odia News

ଆସନ୍ତାକାଲି ଶ୍ରୀମନ୍ଦିରର ଦର୍ଶନ ବନ୍ଦ….

ରିପୋର୍ଟ କାର୍ଡ / ପୁରୀ

ଆସନ୍ତାକାଲି ହେଉଛି କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ଘ.୫.୦୦ ଟିକାରୁ ରାତ୍ର ଘ.୯.୦୦ ଟିକା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

Breaking News