ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ସୁନ୍ଦରଗଡ଼ ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରାଙ୍କୁ ଅପହରଣ ଅଭିଯୋଗ। ଏନେଇ ଟିକାୟତପାଲୀ ଥାନାରେ ଏତଲା କଲେ ଉପାଧ୍ୟକ୍ଷାଙ୍କ ସ୍ୱାମୀ । ବିନତି ୪ ତାରିଖରେ ପୁଅକୁ ସ୍କୁଲ ଛାଡ଼ିବାକୁ ଖମାର ଯାଇଥିଲେ। ହେଲେ ଆଉ ଘରକୁ ଫେରିନାହାନ୍ତି ବୋଲି ଏତଲା ହୋଇଛି।ଉପାଧ୍ୟକ୍ଷାଙ୍କ ସ୍ୱାମୀ ଥାନାରେ ଗତ ୬ ତାରିଖରେ ଏତଲା ଦେଇଛନ୍ତି। ପତ୍ନୀ ନିଖୋଜ ପରେ ବିଭିନ୍ନ ସ୍ଥାନ ଖୋଜି ନ ପାଇବାରୁ ପରେ ପୋଲିସର ଆଶ୍ରୟ ନେଇଥିଲେ।






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……