ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହୋଇଯାଇଛି। ଉତ୍ସବମୁଖର ହୋଇପଡ଼ିଛି ବରଗଡ଼ର ସହର । ସୋମବାର ସନ୍ଧ୍ୟାରେ ସାଂସଦ ସୁରେଶ ପୂଜାରୀ ଧୁନଯାତ୍ରାକୁ ଉଦ୍ଘାଟନ କରିଛନ୍ତି। ମଥୁରାନଗରୀରେ ୧୧ ଦିନ ବ୍ୟାପୀ କଂସ ମହାରାଜଙ୍କ ରାଜୁତି ଚାଲିବ। ପ୍ରଥମ ରଜନୀରେ ମଞ୍ଚସ୍ଥ ହେଉଛି ଦେବକୀ-ବସୁଦେବଙ୍କ ବିବାହ। ଏଥିସହ ଦୈବବାଣୀ ପରେ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ ପରେ ବସୁଦେବ-ଦେବକୀଙ୍କୁ କାରାଗାରରେ ଭର୍ତ୍ତି କରିବେ ମହାରାଜ କଂସ।





More Stories
କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର…..
ରାତି୧୦ଟାରେ ଉଠିବ ମହାଦୀପ…..
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..