ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପଦ୍ମପୁରର ନବନିର୍ବାଚିତ ବିଧାୟିକା ଭାବେ ଶପଥ ନେବେ ବର୍ଷାସିଂ ବରିହା | ନିର୍ବାଚନରେ ବର୍ଷ ବିପୁଳ ସଂଖ୍ୟା ଭୋଟରେ ବିଜୟ ହୋଇଥିଲେ | ବର୍ଷା ଙ୍କୁ ୧ ଲକ୍ଷ ୨୦ ହଜାର ୮୦୨ ଖଣ୍ଡ ଭୋଟ ମିଳିଥିଲା | ବିଜେପି ପାର୍ଥୀ ପ୍ରଦୀପ ପୋରହିତଙ୍କୁ ୪୨ ହଜାର ଭୋଟରେ ପରାସ୍ତ କରିଥିଲେ ବର୍ଷା |
More Stories
୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ…..
ସଞ୍ଜୀବ ପଣ୍ଡା,ଯଶୋବନ୍ତ ଜେଠୱାଙ୍କୁ ପଦୋନ୍ନତି…..
ରାଜ୍ୟଗୋଷ୍ଠୀ କ୍ରୀଡା ଚାମ୍ପିୟନମାନଙ୍କୁ ଭେଟିଥିଲେ ମୋଦି…..