ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଳିତଥର ମଧ୍ୟ କରୋନା ମହାମାରୀ ପାଇଁ ଉତ୍ତରପ୍ରଦେଶ ସରକାର ବାର୍ଷିକ କନୱର ଯାତ୍ରା ବାତିଲ କରିଛନ୍ତି। ଏହି ଯାତ୍ରାରେ ଶିବଙ୍କ ଭକ୍ତ ହରିଦ୍ୱାରରେ ଏକତ୍ରିତ ହୋଇ ଗଙ୍ଗା ନଦୀରୁ ଜଳ ଆଣି ନିଜ ନିଜ ଅଞ୍ଚଳରେ ଶିବ ମନ୍ଦିରରେ ଢ଼ାଳିଥାନ୍ତି । ବାର୍ଷିକ ତୀର୍ଥଯାତ୍ରା ଜୁଲାଇ ୨୫ ରୁ ଆରମ୍ଭ ହୋଇ ଅଗଷ୍ଟ ୬ ରେ ଶେଷ ହେବାର ଥିଲା । ସେହିପରି ଗତବର୍ଷ ମଧ୍ୟ ସରକାର କନୱର ଯାତ୍ରାକୁ ବାତିଲ କରିଥିଲେ |






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..