ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଜଣେ ପୋଲିସ କର୍ମଚାରୀଙ୍କୁ ଛୁରାମାଡ ଘଟଣା ହଇଚଇ ସୃଷ୍ଟି କରିଛି । ତଦନ୍ତ ପାଇଁ ଆସିଥିବା ପିସିଆର୍ କର୍ମଚାରୀଙ୍କୁ ଛୁରାମାଡ ହୋଇଛି। ମଞ୍ଚେଶ୍ୱର ଥାନା ଚକେଇସିଆଣି ଶ୍ରୀରାମ ନଗରରେ ଛୁରାମାଡ କରାଯାଇଛି । ଗାଡି ହର୍ଣ୍ଣ ମରାକୁ ନେଇ ଗଣ୍ଡଗୋଳ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଦୁର୍ବୃତ୍ତ ଛୁରାମାଡ କରିଛନ୍ତି। ଏଥିରେ ଜଣେ ପୋଲିସ କନେଷ୍ଟବଳ ଆହତ ହୋଇଛନ୍ତି।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..