ରିପୋର୍ଟ କାର୍ଡ / ଭୁବନେଶ୍ଵର
ଭୁବନେଶ୍ଵର AIIMSର ନୂଆ ଅଧ୍ୟକ୍ଷ ଭାବେ ଡାକ୍ତର ଶୈଳେଶ କୁମାରଙ୍କୁ ନିଯୁକ୍ତ କରାଯାଇଛି | ପୂର୍ବରୁ ଅଧ୍ୟକ୍ଷ ଡାକ୍ତର ଏ କେ ବିଷୋୟୀ ଥିଲେ। ଏନେଇ ଆଜି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶାନାମା | ଡାକ୍ତର ଶୈଳେଶ କୁମାର ଏବେ ରାମ ମନୋହର ଲୋହିଆ ହସ୍ପିଟାଲର ସର୍ଜରୀ ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ତା’ସହିତ ସେ ଭୁବନେଶ୍ଵର ଏମ୍ସ ଗଭର୍ଣିଂ ବଡିର ବରିଷ୍ଠ ସଦସ୍ୟ ମଧ୍ୟ ଅଛନ୍ତି।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..