ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ବରରେ ମାତିଛନ୍ତି ଲୁଟେରା | ଅଭିନବ ଉପାୟରେ ଲୁଟେରା ମାନେ ଲୁଟୁଛନ୍ତି | ଭୁବନେଶ୍ବରରେ ଲିଫ୍ଟ ବାହାନାରେ ନିଶା ଦେଇ ଲୁଟ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଡିସିପି ଉମାଶଙ୍କର ଦାସ । ମମାଲାକୁ ଗମ୍ଭୀରତାର ଶହ ତଦନ୍ତ ଆରମ୍ଭ କରାଯାଉଛି | ସହୀଦ ନଗର ଥାନା ପୋଲିସକୁ ତଦନ୍ତ ଭାର ଦିଆ ଯାଇଛି । ଅଜଣା ବ୍ୟକ୍ତିଙ୍କ ସହ ଲିଫ୍ଟରେ ନ ଯିବାକୁ ଲୋକଙ୍କୁ ଅପିଲ କରିଛନ୍ତି ଡିସିପି ଉମାଶଙ୍କର ଦାସ । ଏହା ସହିତ କାର କାଚ ଭାଙ୍ଗି ଲୁଟ୍ ପଛରେ ରାଜ୍ୟ ବାହାର ଗ୍ୟାଙ୍ଗ ଥିବା ସନ୍ଧାନରୁ ଜଣାପଡିଛି । ପିଓ ପିଡ଼ି ଟିମ୍ ଏହାର ତଦନ୍ତ କରୁଛି । ନିଛାଟିଆ ସ୍ଥାନରେ ଗାଡିରେ ମୂଲ୍ୟବାନ ଜିନିଷ ନରଖିବାକୁ ଲୋକଙ୍କୁ ଅପିଲ ଡିସିପି ଉମାଶଙ୍କର ଦାସ ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….