ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଓଡିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ତୃତୀୟ ଦିନ( ଶେଷ ଦିନ)। ଝାରସୁଗୁଡାରେ ରାହୁଲ ଗାନ୍ଧୀ ପଦଯାତ୍ରା କରିବେ । ପରେ ସେଠାରୁ ଛତିଶଗଡ ଅଭିମୁଖେ ବାହାରିବେ । ବୁଧବାର ରାଉରକେଲାର ଉଦିତନଗର ପାନପୋଷ ଚକ ରାଜଗାଙ୍ଗପୁରରେ ପଦଯାତ୍ରା ଏବଂ ସାଧାରଣ ସଭା କରିଥିଲେ। ପରେ କୁତ୍ରା ଏବଂ ବଡଗାଁ ଦେଇ ସୁନ୍ଦରଗଡରେ ପହଞ୍ଚିବା ପରେ ଝାରସୁଗୁଡା ଯାଇଥିଲେ। ବୁଧବାର ଜନସଭାକୁ ସମ୍ବୋଧନ କରୁଥିବା ସମୟରେ ରାହୁଲ ବିଜେପି ଏବଂ ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିଥିଲେ।






More Stories
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..