ରିପୋର୍ଟ କାର୍ଡ / ଅନୁଗୁଳ
ଅନୁଗୁଳ ସହର ଓ ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଶନିବାର ମଧ୍ୟରାତ୍ରିରେ ଅନୁଗୁଳ ସହରର ବେଶ୍ କିଛି ଲୋକ ୨/୩ ସେକେଣ୍ଡ ପାଇଁ ଏକ ଝଟ୍କା ଅନୁଭବ କରିଥିଲେ ହେଁ ଆନୁଷ୍ଠାନିକ ଭାବେ ଏହା ସ୍ପଷ୍ଟ ହୋଇନାହିଁ। ଏହି ଭୂକମ୍ପ ଅନୁଗୁଳ ଓ ଏହାର ୧୦ କିମି ପରିସୀମା ଭିତରେ ହୋଇଥିବାବେଳେ ଏହାର ତୀବ୍ରତା ୪ ଭିତରେ ଥିବା କୁହାଯାଉଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।
More Stories
ବାଣ ଗୋଦାମରେ ବିସ୍ଫୋରଣ, ୫ ଗୁରୁତର…..
ପୋଲ ତଳକୁ ଖସିଲା ବସ୍,୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ…..
ଲକ୍ଷ୍ମୀ ବସ୍-ହାଇୱା ମୁହାଁମୁହିଁ ଧକ୍କା….