ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦେଶର ସବୁଠୁ ସ୍ଵଚ୍ଛ ସହରଗୁଡ଼ିକ ମଧ୍ୟରେ ଭୁବନେଶ୍ଵର ୯ମ ସ୍ଥାନରେ ରହିଛି। କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ଵଚ୍ଛତା ସର୍ବେକ୍ଷଣ ଫଳାଫଳରୁ ଏହା ଜଣାପଡ଼ିଛି। ଗତବର୍ଷ ଭୁବନେଶ୍ଵର ୩୪ତମ ସ୍ଥାନରେ ରହିଥିଲା। ୩ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକ ମଧ୍ୟରେ ଭୁବନେଶ୍ଵର ୯ମରେ ଥିବାବେଳେ ନୋଏଡା ପ୍ରଥମ ସ୍ଥାନରେ ରହିଛି। ସେହିପରି ଚଣ୍ଡୀଗଡ଼ ୨ୟ ଏବଂ ମହୀଶୁର ୩ୟ ସ୍ଥାନରେ ରହିଛନ୍ତି।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..