ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିମାନସେବା କ୍ଷତ୍ରରେ ଓଡିଶାକୁ ମିଳିଛି ଆଉ ଏକ ଗୌରବ | ପୁଣି ଥରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟକୁ ମିଳିଛି ACI ମାନ୍ୟତା । ବିଶ୍ୱର ୧୪୦ଟି ବିମାନ ବନ୍ଦର ମଧ୍ୟରେ ଗୋଟିଏ ସ୍ଥାନ ହାସଲ କରିଛି ଭୁବନେଶ୍ୱର ଏୟାରପୋର୍ଟ । ଏଥିରେ ଭାରତର ମୋଟ ୭ଟି ବିମାନ ବନ୍ଦର ସାମିଲ ହୋଇଛନ୍ତି । ତେବେ ଏହି ୭ ଏୟାରପୋର୍ଟ ମଧ୍ୟରେ ଓଡିଶାର ଅତ୍ୟାଧୁନିକ ତଥା ବଡ ବିମାନବନ୍ଦର ବିଜୁ ପଟ୍ଟନାୟକ ଏୟାରପୋର୍ଟ ହାସଲ କରିଛି ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ । ଏହି ସଫଳତା ସାରା ରାଜ୍ୟ ପାଇଁ ଏକ ଗର୍ବ /ଗୌରବର ବିଷୟ ପାଲଟିଛି । ଯାତାୟତ ସମୟରେ ଯାତ୍ରୀମାନଙ୍କର ସଠିକ ଭାବରେ ଧ୍ୟାନ ରକିବା ସହ ସେମାନଭ୍କ ସୁବିଧା ଅସୁବିଧାକୁ ଭଲଭାବେ ବୁଝିଥିବାରୁ ଏଭଳି ମାନ୍ୟତା ହାସଲ କରିଛି ବିଜୁ ପଟ୍ଟନାୟକ ଏୟାରପୋର୍ଟ ।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..