ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅତୃପ୍ତ ,ଅମୋକ୍ଷ ଆତ୍ମାର ଅସ୍ତିତ୍ବ ଜମାଜlନ ମଣ୍ଡଳରେ ଦୃଶ୍ୟମାନ ହେବା, ସ୍ଥୂଳ ଜଗତ ଭଳି ଅସସିରି ମାନଙ୍କର ଏକ ସୂକ୍ଷ୍ମ ଜଗତ ଥିବା ,ଭୁତ ପ୍ରେତ ଡାହାଣୀ ଚିରୁଗୁଣୀ ଆଦି ମଣିଷ ମାନଙ୍କୁ ଲାଗିବା, ଗୁଣିଆ ର ସାହାଯ୍ୟ ନିଆଯିବା ଆଦି ବିଷୟରେ ବିଶିଷ୍ଟ ବ୍ୟକ୍ତି ମାନଙ୍କର ଲିଖିତ ମତାମତ ସତ୍ୟର ସନ୍ଧାନ ପୁସ୍ତକ ରୁ ପାଠ କଲାପରେ ଥିଙ୍କର୍ସ୍ କ୍ଲବ ସଭାପତି ବରଦା ଦାସ ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ଵପୂର୍ଣ୍ଣ ଆଭ୍l ସୀ ଆଲୋଚନା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘ ର ସଭାପତି ଡ। କୃପାସିନ୍ଧୁ ପଣ୍ଡା ଏହା ମାନସିକ ଦୁର୍ବଳତା ରୁ ଜାତ ହୋଇ ଥାଏ ବୋଲି କହିଥିଲେ ।ନରୱେ ରୁ ସେସଦେବ ମିଶ୍ର, ଇଟାଲୀରେ ଯୁବ ଗବେଷକ ସୁମନ କୁମାର ଦାସ,ବାହାରିନ ରୁ ଡ ସୁବାସ ସାହୁ,ମଧ୍ୟ ପ୍ରଦେଶ ରୁ ଡ ରଜତ ଶତପଥୀ,ବ୍ରହ୍ମପୁର ରୁ ପି କେ ପଣ୍ଡା,ପୂର୍ବତନ କୁଳପତି ଶିବ ପ୍ରସାଦ ଅଧିକାରୀ, ଇ ନନ୍ଦ ନନ୍ଦନ ଦାସ, ଡ ବ୍ରଜ ନାୟକ, ପ୍ରଫେସର ଉମାଶଙ୍କର ମିଶ୍ର, ଅଧ୍ୟାପକ ରୋଜାଲିନ ପାତ୍ର,ଝାରସୁଗୁଡ଼ାରୁ ଅ।ର୍ୟସ୍ମିତ। ନାୟକ,ବିଶପ ଡି ବି ହୃଦୟ,ଅରକ୍ଷିତ ପାତ୍ର,ବିଭୁଦତ୍ତ ମହାନ୍ତି,ବାଲ୍ମୀକି ନାୟକ ନିମାଇଁ ସ୍ବାଇଁ ଆଲୋଚନାରେ ଭାଗ ନେଇଥିଲେ ।ଆଗ୍ରହୀ ବ୍ୟକ୍ତି ଥିଙ୍କ୍ରସ କ୍ଲବ ୟୁ ଟୟୁବ କୁ ଯାଇ ଦେଖି ପାରିବେ ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….