ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ଚାମେଲି ଓଝାଙ୍କ ଘଟଣା ସାରା ରାଜ୍ୟରେ ରାଜନୈତିକ କମ୍ପନ ସୃଷ୍ଟି କରିଥିବା ବେଳେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଚାମେଲି ଓଝାଙ୍କୁ ଜାମିନ୍ ପ୍ରଦାନ କଲେ ଏସଡିଜେମ୍ କୋର୍ଟ। ୩୦ ହଜାର ଟଙ୍କା ୨ ଜାମିନ୍ଦାରଙ୍କ ବଦଳରେ ମିଳିଲା ଚାମେଲିଙ୍କୁ ମିଳିଲା ଜାମିନ୍। ପୋଲିସକୁ ଆକ୍ରମଣ ଅଭିଯୋଗ ମାମଲାରେ ମିଳିଲା ଜାମିନ୍। ଜେଲରେ ଗୁରୁତର ହୋଇ ପଡିବାରୁ ଏବେ ସେ କେନ୍ଦ୍ରାପଡା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।






More Stories
ଆକାଶମାର୍ଗରୁ ବନ୍ୟାସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ……
ଆଜିଠୁ ଖୋଲିଲା ଭିତରକନିକା…..
ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ….