ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସରେ ସାମିଲ ହୋଇ ମଧ୍ୟ ସ୍ୱାଧୀନ ଭାବେ ନିର୍ବାନଚ ଲଢ଼ୁଥିବା ପପୁ ଯାଦବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଗତ ଗୁରୁବାର ପୋଲିସ ତାଙ୍କ ଗାଡ଼ି ଟେକି ନେଇଥିବା ବେଳେ ଗତକାଲି ତାଙ୍କ ବିରୋଧରେ ଆଚରଣ ସଂହିତା ଉଲ୍ଲଂଘନ ଅଭିଯୋଗ ହୋଇଛି। ଏନେଇ ଖଞ୍ଜାଚି ହାଟ ଥାନାରେ ଏକ ମାମଲା ରୁଜୁ ହୋଇଛି। କାର୍ଯ୍ୟରତ ପୋଲିସ ଅଧିକାରୀଙ୍କୁ ଧମକ ଦେବା ଓ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ପପୁ ଯାଦବଙ୍କ ବିରୋଧରେ ଏପରି ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।





More Stories
ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ଗୃହୀତ…..
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..