ରିପୋର୍ଟ କାର୍ଡ / ପାଟନା
ବିହାର ସରକାର ଭାଙ୍ଗିଥିଲେ ମଧ୍ୟ ବାଚସ୍ପତି ପଦ ଛାଡ଼ୁ ନଥିଲେ ବିଜେପି ନେତା ବିଜୟ କୁମାର ସିହ୍ନା | ଆଜି ବିହାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ବାଚସ୍ପତି ପଦରୁ ବିଜୟ କୁମାର ସିହ୍ନା ଇସ୍ତଫା ଦେଇଛନ୍ତି | ଏବେ ବିଧାନସଭାର ନୂଆ ବାଚସ୍ପତି ଭାବେ ଆରଜେଡି ଭେଟରାନ ନେତା ଅବଧ ବିହାରୀ ଚୌଧୁରୀ ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି।
More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..