Report Card Odisha

| Daily Odia News

ବିଜୁ ବାବୁଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଧୁନିକ ଓଡ଼ିଶାର ନିର୍ମାତା, ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଶହୀଦ ନଗର ଉଇନର ଆସୋସିଏସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ଦେଶର ସ୍ୱାଧୀନତା ସହ ସାଧାରଣ ଜନତାଙ୍କ ସେବା ଓ କଲ୍ୟାଣକୁ ପ୍ରାଥମିକତା ଦେଇ ରାଜ୍ୟର ପ୍ରଗତିରେ ତାଙ୍କର ବହୁମୂଲ୍ୟ ଅବଦାନ ସର୍ବଦା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ନିମନ୍ତେ ଯୁବକମାନଙ୍କୁ ଉପସ୍ଥିତ ଥିବା ଅତିଥି ମାନେ ଆହ୍ଵାନ ଦେଇଥିଲେ |

Breaking News