ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି | ଆଜି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି | ପ୍ରଥମ ପର୍ଯ୍ୟାୟରେ ଦଳ ୭୧ ବିଧାନସଭା ଓ ୯ ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଧାନସଭା ପ୍ରାର୍ଥୀ ତାଲିକାରେ ଦଳ ୯୦ ପ୍ରତିଶତ ପ୍ରାର୍ଥୀଙ୍କୁ ରିପିଟ୍ କରିଛି ।
ବିଧାନସଭା ପ୍ରାର୍ଥୀ-
ସୋନପୁର- ନିରଞ୍ଜନ ପୂଜାରୀ
ପାଟଣାଗଡ଼-ସରୋଜ ମେହର
ବଲାଙ୍ଗୀର-କଳିକେଶ ସିଂଦେଓ
ଭବାନୀପାଟଣା- ପୁଷ୍ପେନ୍ଦ୍ର ସିଂଦେଓ
ବାଙ୍କୀ-ଦେବୀ ରଂଜନ ତ୍ରିପାଠୀ
ପାଟକୁରା-ଅରବିନ୍ଦ ମହାପାତ୍ର
ବିଷମକଟକ- ଜଗନ୍ନାଥ ସାରକା
ଗୁଣପୁର-ରଘୁନାଥ ଗମାଙ୍ଗ
ରାୟଗଡ଼ା-ଅନସୂୟା ମାଝୀ
ବରଗଡ଼- ଦେବେଶ ଆଚାର୍ଯ୍ୟ
ବିଜେପୁର-ରିତା ସାହୁ
ଅତାବିରା- ସ୍ନେହାଙ୍ଗିନୀ ଛୁରିଆ
ଭଟଲି- ସୁଶାନ୍ତ ସିଂହ
ଜଳେଶ୍ୱର-ଅଶ୍ୱିନୀ ପାତ୍ର
ବସ୍ତା-ସୁବାସିନୀ ଜେନା
ଭଣ୍ଡାରୀପୋଖରୀ- ସଂଜୀବ ମଲ୍ଲିକ
ଭଦ୍ରକ- ପ୍ରଫୁଲ୍ଲ ସାମଲ
ବାସୁଦେବପୁର-ବିଷ୍ଣୁବ୍ରତ ରାଉତରାୟ
ଧାମନଗର- ସଂଜୟ ଦାସ
ଚାନ୍ଦବାଲି- ବ୍ୟୋମକେଶ ରାୟ
ବିଂଝାରପୁର- ପ୍ରମିଳା ମଲ୍ଲିକ
ଧର୍ମଶାଳା- ପ୍ରଣବ ବଳବନ୍ତରା
ବଲାଙ୍ଗିର-କଳିକେଶ ସିଂହଦେଓ
ଟିଟିଲାଗଡ଼- ଟୁକୁନି ସାହୁ
ନୂଆପଡ଼ା- ରାଜେନ୍ଦ୍ର ଢୋଲକିଆ
ଉମରକୋଟ- ନବୀନା ନାଏକ
ଝରିଗାଁ-ରମେଶ ମାଝୀ
ନବରଙ୍ଗପୁର- କୌଶଲ୍ୟା ପ୍ରଧାନୀ
ଡାବୁଗାଁ-ମନୋହର ରନ୍ଧାରୀ
ଲାଞ୍ଜିଗଡ଼-ପ୍ରଦୀପ ଦିଶାରୀ
ଜୁନାଗଡ଼-ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ଼- ପୁଷ୍ପେନ୍ଦ୍ର ସିଂହଦେଓ
ଭବାନୀପାଟଣା- ଲତିକା ନାଏକ
ଜି. ଉଦୟଗିରି- ସାଲୁଗା ପ୍ରଧାନ
କଣ୍ଟାମାଳ- ମହିଧର ରଣା
ବୌଦ୍ଧ-ପ୍ରଦୀପ ଅମାତ
ବଡମ୍ବା- ଦେବୀ ମିଶ୍ର
ବାଙ୍କୀ- ଦେବୀ ରଂଜନ ତ୍ରିପାଠୀ
ଆଠଗଡ଼- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
କଟକ ଚୌଦ୍ୱାର- ସୌଭିକ ବିଶ୍ୱାଳ
ନିଆଳି-ପ୍ରମୋଦ ମଲ୍ଲିକ
କଟକ ସଦର-ଚନ୍ଦ୍ରସାରଥି ବେହେରା
ପାଟକୁରା-ଅରବିନ୍ଦ ମହାପାତ୍ର
ଆଳି-ପ୍ରତାପ ଦେବ
ରାଜନଗର-ଧ୍ରୁବ ସାହୁ
ମହାକାଳପଡ଼ା- ଅତନୁ ସବ୍ୟସାଚୀ ନାୟକ
ପୁରୀ- ସୁନୀଲ ମହାନ୍ତି
ବ୍ରହ୍ମଗିରି- ଉମା ସାମନ୍ତରାୟ
ସତ୍ୟବାଦୀ-ସଞ୍ଜୟ ଦାସବର୍ମା
ପିପିଲି- ରୁଦ୍ରପ୍ରତାପ ମହାରଥୀ
ଜଟଣୀ-ବିଭୂତିଭୂଷଣ ବଳବନ୍ତରାୟ
ରଣପୁର- ସତ୍ୟନାରାୟଣ ପ୍ରଧାନ
ଦଶପଲ୍ଲା- ରମେଶଚନ୍ଦ୍ର ବେହେରା
ନୟାଗଡ଼- ଅରୁଣ କୁମାର ସାହୁ
ଭଞ୍ଜନଗର- ବିକ୍ରମ କେଶରୀ ଆରୁଖ
ପୋଲସରା- ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର- ଲତିକା ପ୍ରଧାନ
ଛତ୍ରପୁର-ସୁବାସଚନ୍ଦ୍ର ବେହେରା
ସୋରଡ଼ା-ସଂଘମିତ୍ରା ସ୍ୱାଇଁ
ହିଞ୍ଜିଳି-ନବୀନ ପଟ୍ଟନାୟକ
ଗୋପାଳପୁର-ବିକ୍ରମ କୁମାର ପଣ୍ଡା
ଦିଗପହଣ୍ଡି- ବିପ୍ଲବ ପାତ୍ର
ଚିକିଟି- ଚିନ୍ମୟସୁନ୍ଦର
କୋଟପାଡ଼- ଚନ୍ଦ୍ରଶେଖର ମାଝୀ
ମାଲକାନଗିରି-ମାନସ ମାଡ଼କାମୀ
କୋରାପୁଟ-ରଘୁରାମ ପୋଡ଼ାଲ
ଘସିପୁରା- ବଦ୍ରିନାରାୟଣ ପାତ୍ର
ପାଟଣା- ଜଗନ୍ନାଥ ନାଏକ
ଲୋକସଭା ପାର୍ଥୀ-
ସମ୍ବଲପୁର-ପ୍ରଣବ ପ୍ରକାଶ ଦାସ
କଳାହାଣ୍ଡି- ଲମ୍ବୋଦର ନିଆଲ
ସୁନ୍ଦରଗଡ଼- ଦିଲୀପ ତିର୍କୀ
ମୟୂରଭଞ୍ଜ- ସୁଦାମ ମାରାଣ୍ଡି
କେନ୍ଦ୍ରାପଡ଼ା- ଅଂଶୁମାନ ମହାନ୍ତି
ନବରଙ୍ଗପୁର- ପ୍ରଦୀପ ମାଝୀ
ଭୁବନେଶ୍ୱର-ମନ୍ମଥ ରାଉତରାୟ
କୋରାପୁଟ-କୌଶଲ୍ୟା ମାଝୀ
ଆସିକା-ରଂଜିତା ସାହୁ
Discussion about this post