ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଗକୁ ଖଣ୍ଡ ଖଣ୍ଡ ହୋଇଯିବ। ବିଜେଡିର ବରିଷ୍ଠ ନେତାମାନେ ନୂଆ ଦଳ ଗଢ଼ିବାକୁ ମନ ବନେଇସାରିଲେଣି। ଇତିମଧ୍ୟରେ ଦଳର ବରିଷ୍ଠ ନେତାମାନଙ୍କର ୨ରୁ ୩ ବୈଠକ ହୋଇସାରିଲାଣି। ଅଧିକାଂଶ ନେତା ପାଣ୍ଡିଆନଙ୍କୁ ବିରୋଧ କଲେଣି। ସମୟ ଆସିବ ବିଜେଡି ୪ କି ୫ ନୁହେଁ, ବରଂ ଛଅରୁ ୭ ଖଣ୍ଡ ବି ହୋଇପାରେ। ବିଜେଡି ଆଗାମୀ ପଞ୍ଚାୟତ ନିର୍ବାଚନ ଠିକ୍ ଭାବେ ଲଢ଼ିପାରିବ କି ନାହିଁ ସେନେଇ ଦଳ ଭିତରେ ସନ୍ଦେହ ଉପୁଜିଲାଣି। ଆଜି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ବିଜେଡି ଆଗାମୀ ପଞ୍ଚାୟତ ନିର୍ବାଚନ ଠିକ୍ ଭାବେ ଲଢ଼ିପାରିବ କି ନାହିଁ ସେନେଇ ଦଳ ଭିତରେ ସନ୍ଦେହ ଉପୁଜିଲାଣି। ଆଜି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ସେ ଆହୁରି କହିଛନ୍ତି, ପାଣ୍ଡିଆନଙ୍କ ବିନା ନବୀନ ଅସହାୟ। ସେ କେବଳ ଦସ୍ତଖତ କରନ୍ତି। ଯେତେ ବିରୋଧ କରାଗଲେ ବି ନବୀନ ପାଣ୍ଡିଆନଙ୍କୁ ଛାଡ଼ି ପାରିବେନି। ସେ ଆହୁରି କହିଛନ୍ତି, ପାଣ୍ଡିଆନଙ୍କ ବିନା ନବୀନ ଅସହାୟ। ସେ କେବଳ ଦସ୍ତଖତ କରନ୍ତି। ଯେତେ ବିରୋଧ କରାଗଲେ ବି ନବୀନ ପାଣ୍ଡିଆନଙ୍କୁ ଛାଡ଼ି ପାରିବେନି।
More Stories
କ୍ଷମା ମାଗ,ନଚେତ୍ ନବୀନ ନିବାସ ଘେରିବୁ…..
ଓଡ଼ିଆ ନବବର୍ଷରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ…..
ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି…..