Report Card Odisha

| Daily Odia News

ପଦ୍ମପୁରରେ ବାଜିମାରିଲା ବିଜେଡି…..

ରିପୋର୍ଟ କାର୍ଡ / ପଦ୍ମପୁର

ପଦ୍ମପୁର ନିର୍ବାଚନରେ ବିଜେଡିର ଦମଦାର ବିଜୟ ହୋଇଛି | ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା  ବିଜୟୀ ହୋଇଛନ୍ତି | ନିଜ ବାପାଙ୍କ ରେକର୍ଡ କୁ ବି ଅତିକ୍ରମ କରିଛନ୍ତି | ବର୍ଷା ସିଂ ବରିହା ୧,୧୯,୫୧୨ ଭୋଟ ପାଇ ବିଜୟୀ ହୋଇଛନ୍ତି | ବିଜେପି ନେତା ପ୍ରଦୀପ ପୁରୋହିତଙ୍କୁ ୭୭୪୭ ଭୋଟରେ ନିରାଶ ହେବାକୁ ପଡିଛି | ୪୨ ହଜାର ୧୦୬ ଭୋଟ ବ୍ୟବଧାନରେ ବର୍ଷା ସିଂ ବରିହା ବ୍ୟବଧାନରେ ବିଜୟ ହାସଲ କରିଛନ୍ତି।  | ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଙ୍କୁ ୩୫୪୮ ଭୋଟ ମିଳିଛି |

Breaking News