Report Card Odisha

| Daily Odia News

ବିଜେପିରେ ଯୋଗ ଦେଲେ ପୂର୍ବତନ ବାୟୁସେନା ମୁଖ୍ୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ରାକେଶ କୁମାର ସିଂହ ଭଦୌରିଆ ରବିବାର ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ ବିଜେପି ସାଧାରଣ ସଂପାଦକ ବିନୋଦ ତାୱଡେ ଓ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ସେ ଦଳରେ ମିଶିଥିଲେ। ରାକେଶ କୁମାର ସିଂହ ଭଦୌରିଆ ୨୦୨୧ ସେପ୍ଟେମ୍ବର ମାସରେ ଚାକିରିରୁ ଅବସର ନେଇଥିଲେ। ତାଙ୍କ ପରେ ବିବେକ ରାମ ଚୌଧରୀ ବାୟୁସେନ ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ।

Breaking News