Report Card Odisha

| Daily Odia News

ବିଜେଡି କର୍ମୀମାନଙ୍କ ନାଁରେ ମାମଲା ଦାଏର କଲା ବିଜେପି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କୁ ବିଜେଡି କର୍ମୀ ଓ ନେତାମାନେ ଅସଭ୍ୟ ଭାଷାରେ ଗାଳି କରିବା ଅଭିଯୋଗ ସାଇବର ଥାନା ଦ୍ୱାରସ୍ଥ ହୋଇଛି ରାଜ୍ୟ ବିଜେପି । ଦଳର ନେତାମାନେ ଭୁବନେଶ୍ୱରସ୍ଥିତ ସାଇବର ଥାନା ଯାଇ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନକୁ ଓଡ଼ିଶାବାସୀ ସହିବେ ନାହିଁ । ରାଜ୍ୟର ବିଜେଡି ସରକାର ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତା’ହେଲେ ବିଜେପି ନ୍ୟାୟିକ ଲଢ଼େଇ ସହ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

Breaking News