Report Card Odisha

| Daily Odia News

ବିଜେପି ଘୋଷଣାକଲା ବିଧାନସଭା ପାର୍ଥୀ ତାଲିକା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଜେପି ଆଜି ବିଧାନସଭା ପାର୍ଥୀ ତାଲିକା ଘୋଷଣକରିଛି | ତାଲିକାରେ ୧୧୨ ଜଣକ ନାମ ରହିଛି | ଚାନ୍ଦବାଲିରୁ ଲଢ଼ିବେ ରାଜ୍ୟ ସଭାପତି ମନମୋହନ ସାମଲ।

ସମ୍ବଲପୁର-ଜୟନାରାୟଣ ମିଶ୍ର

ତଳସରା- ଭବାନୀଶଙ୍କର ଭୋଇ

ସୁନ୍ଦରଗଡ଼- କୁସୁମ ଟେଟେ

ବୀରମିତ୍ରପୁର- ଶଙ୍କର ଓରାମ,

ରଘୁନାଥପାଲୀ- ଦୁର୍ଗା ଚରଣ ତନ୍ତୀ

ରାଜଗାଙ୍ଗପୁର- ନରସିଂହ ମିଞ୍ଜ,

ବଣାଇ- ସେବତୀ ନାଏକ

କୁଚିଣ୍ଡା- ରବି ନାରାୟଣ ନାଏକ,

ରେଙ୍ଗାଲି- ନାଉରୀ ନାଏକ

ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର,

ଦେବଗଡ଼- ସୁବାସ ପାଣିଗ୍ରାହୀ

ଆନନ୍ଦପୁର- ଆଲୋକ ସେଠୀ,

କେନ୍ଦୁଝର- ମୋହନ ମାଝୀ

ଯଶୀପୁର- ଗଣେଶରାମ ସିଂ

ଖୁଣ୍ଟିଆ, ଉଦଳା- ଭାସ୍କର ମଢ଼େଇ

ବଡ଼ସାହି- ସନାତନ ବିଜୁଳି,

ବାରିପଦା- ପ୍ରକାଶ ସୋରେନ

ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର,

ଜଳେଶ୍ବର- ବ୍ରଜ ପ୍ରଧାନ

ବାଲେଶ୍ବର- ମାନସ ଦତ୍ତ,

ରେମୁଣା- ଗୋବିନ୍ଦ ଦାସ

ସୋର- ରାଜେନ୍ଦ୍ର ଦାସ,

ସିମୁଳିଆ- ପଦ୍ମଲୋଚନ ପଣ୍ଡା

ଭଦ୍ରକ- ସୀତାଂଶୁ ଶେଖର ମହାପାତ୍ର,

ଧାମନଗର- ସୂର୍ଯ୍ୟବଂଶୀ ସୂରଜ

ବିଂଝାରପୁର- ବବିତା ମଲ୍ଲିକ,

ବଡ଼ଚଣା- ଅମର ନାୟକ

ଧର୍ମଶାଳା- ସ୍ମୃତିରେଖା ପହି,

ଯାଜପୁର- ଗୌତମ ରାୟ

କୋରେଇ- ଆକାଶ ଦାସ ନାୟକ,

ସୁକିନ୍ଦା- ପ୍ରଦୀପ ବଳସାମନ୍ତ

ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର,

କାମାକ୍ଷାନଗର- ଶତୃଘ୍ନ ଜେନା

ପରଜଙ୍ଗ- ବିଭୁତି ଭୂଷଣ ପ୍ରଧାନ,

ପାଲଲହଡ଼ା- ଅଶୋକ ମହାନ୍ତି

ତାଳଚେର- କାଳିନ୍ଦୀ ସାମଲ,

ଛେଣ୍ଡିପଦା- ଅଗସ୍ତୀ ବେହେରା

ଆଠମଲ୍ଲିକ- ସଂଜୀବ ସାହୁ,

ବୀରମହାରାଜପୁର- ରଘୁନାଥ ଜଗଦଳା

ସୋନପୁର- ପ୍ରମୋଦ ମହାପାତ୍ର,

ଲୋଇସିଂହା- ମୁକେଶ ମହାଲିଙ୍ଗ

ବଲାଙ୍ଗିର- ଗୋପାଳଜୀ ପାଣିଗ୍ରାହୀ,

ଟିଟିଲାଗଡ଼- ନବୀନ ଜୈନ

କଣ୍ଟାବାଂଜି- ଲକ୍ଷ୍ମଣ ବାଗ,

ନୂଆପଡ଼ା- ଅଭିନନ୍ଦନ ପଣ୍ଡା

ଖଡ଼ିଆଳ- ହିତେଶ ବଗର୍ତ୍ତୀ,

ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ

ନବରଙ୍ଗପୁର- ଗୌରୀଶଙ୍କର ମାଝୀ,

ଲାଞ୍ଜିଗଡ଼- ରମେଶ ମାଝୀ

ଜୁନାଗଡ଼- ମନୋଜ ମେହେର,

ଧର୍ମଗଡ଼- ସୁଧୀର ପାଟ୍ଟଯୋଶୀ

କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ,

ବୌଦ୍ଧ- ସରୋଜ ପ୍ରଧାନ

ବଡ଼ମ୍ବା- ସମ୍ବିତ ତ୍ରିପାଠୀ,

ବାଙ୍କୀ- ତୁଷାରକାନ୍ତ ଚକ୍ରବର୍ତ୍ତୀ

ଆଠଗଡ଼- ଅଭୟ ବାରିକ,

ଚୌଦ୍ବାର- ନୟନ କିଶୋର ମହାନ୍ତି

ନିଆଳି- ଛବି ମଲ୍ଲିକ,

କଟକ ସଦର- ପ୍ରକାଶ ସେଠୀ

ମାହାଙ୍ଗା- ସୁମନ୍ତ ଘଡ଼େଇ,

ପାଟକୁରା- ତେଜେଶ୍ବର ପରିଡ଼ା

ଆଳି- କୃଷ୍ଣଚନ୍ଦ୍ର ପଣ୍ଡା,

ମହାକାଳପଡ଼ା- ଦୁର୍ଗାପ୍ରସନ୍ନ ନାୟକ

ପାରାଦୀପ- ସଂପଦ ସ୍ବାଇଁ,

ତିର୍ତ୍ତୋଲ- ରାଜକିଶୋର ବେହେରା

ନିମାପଡ଼ା- ପ୍ରଭାତି ପରିଡ଼ା,

ପୁରୀ- ଜୟନ୍ତ ଷଡ଼ଙ୍ଗୀ

ବ୍ରହ୍ମଗିରି- ଉପାସନା ମହାପାତ୍ର,

ସତ୍ୟବାଦୀ- ଓମ୍‌ ପ୍ରକାଶ ମିଶ୍ର

ପିପିଲି- ଆଶ୍ରିତ ପଟ୍ଟନାୟକ,

ଜୟଦେବ- ଅରବିନ୍ଦ ଢ଼ାଲି

ଭୁବନେଶ୍ବର ମଧ୍ୟ- ଜଗନ୍ନାଥ ପ୍ରଧାନ,

ଭୁବନେଶ୍ବର ଉତ୍ତର- ପ୍ରିୟଦର୍ଶୀ ମିଶ୍ର

ଏକାମ୍ର- ବାବୁ ସିଂହ,

ଜଟଣୀ- ବିଶ୍ବରଂଜନ ବଡ଼ଜେନା

ଚିଲିକା- ପୃଥ୍ବୀରାଜ ହରିଚନ୍ଦନ,

ରଣପୁର- ତାପସ ମାର୍ଥା

ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ବାଇଁ,

ଦଶପଲ୍ଲା- ରାଘବ ମଲ୍ଲିକ

ନୟାଗଡ଼- ପ୍ରତ୍ୟୁଷା ରାଜେଶ୍ବରୀ ସିଂହ,

ଭଂଜନଗର- ପ୍ରଦ୍ୟୁମ୍ନ ନାଏକ

ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ,

ଛତ୍ରପୁର- କୃଷ୍ଣଚନ୍ଦ୍ର ନାୟକ

ଆସିକା- ସରୋଜ ପାଢ଼ୀ,

ସୋରଡ଼ା- ନୀଳମଣି ବିଷୋୟୀ

ହିଂଜିଳି- ଶିଶିର ମିଶ୍ର,

ଗୋପାଳପୁର- ବିଭୂତି ଜେନା

ବ୍ରହ୍ମପୁର- କେ. ଅନୀଲ କୁମାର,

ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର

ଗୁଣପୁର- ତ୍ରିନାଥ ଗମାଙ୍ଗ,

କୋରାପୁଟ- ରଘୁରାମ ମାଛ

ପଟ୍ଟାଙ୍ଗୀ- ଚୈତନ୍ୟ ହନ୍ତାଳ,

ମାଲକାନଗିରି- ନରସିଂହ ମାଡ଼କାମୀ

 

 

Breaking News