ରିପୋର୍ଟ କାର୍ଡ / ବଲାଙ୍ଗୀର
ବଲାଙ୍ଗୀରରେ ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି । ମାଓବାଦୀ ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ଅପହରଣ କରିବା ନେଇ ଚର୍ଚା ହେଉଛି | ଏଠି ପାଇଁ ମାଓ ପ୍ରବଣ ଅଞ୍ଚଳରେ ଓଡିଆ ଫିଲ୍ମ ସୁଟିଂ ମନା କରାଯାଇଛି। ମାଓ ଗତିବିଧି ନେଇ ମନା କରିଛି ବଲାଙ୍ଗୀର ପୋଲିସ । ରାଜ୍ୟ ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ବଲାଙ୍ଗୀର ଏସ୍ପି ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ରମୁଣ୍ଡ ଓ ଖୁରିପାଣି ଅଞ୍ଚଳରେ ସୁଟିଂ କରିବାକୁ ବାରଣ କରାଯାଇଛି। ହରିଶଙ୍କର ଠାରେ ଫିଲ୍ମ ସୁଟିଂ ଚାଲିଥିବା ନେଇ ବଲାଙ୍ଗୀର ଏସ୍ପି କହିଛନ୍ତି । କିଛି ଦିନର ନୀରବତା ପରେ ପୁଣି ମାଓ ସକ୍ରିୟ ନେଇ ରାଜ୍ୟ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାିଛି।






More Stories
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..
ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ!…..