Report Card Odisha

| Daily Odia News

ରାଜଧାନୀରରେ ବୋମା ମାଡ଼…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୂର୍ବ ଶତ୍ରୁତାକୁ ନେଇ ରାଜଧାନୀର ଦୁଇ ବସ୍ତି ମଧ୍ୟରେ ବୋମା ମାଡ଼। ଗୌତମ ନଗର ବସ୍ତି ଏବଂ ଅଶୋକ ନଗର ଫାଳିକିଆ ବସ୍ତି ଭିତରେ ବୋମା ମାଡ ହୋଇଛି। ଏହା ପରେ ଦୁର୍ବୃତ୍ତମାନେ ଘରର କବାଟ ବି ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି। ରାଜଧାନୀରେ ବୋମା ମାଡ଼ ନୂଆ ନୁହେଁ । ଏଇ ଦୁଇ ମାସରେ ଭିତରେ ଭରତପୁର ପଣ୍ଡା କୁଦିଆ ବସ୍ତି ଏବଂ ପୁଲେଶ୍ୱରି ବସ୍ତି ରେ ଫୁଟିଥିଲା ବୋମା। ଆଉ ଗତ କାଲି ବିଳମ୍ବିତ ରାତିରେ ପୁଣି ଦେଖିବାକୁ ମିଳିଛି ବସ୍ତି ବସ୍ତି ଭିତରେ ବୋମା ମାଡ। ଲାଗୁଛି କମିଶନରେଟ ପୋଲିସକୁ ବାରମ୍ବାର ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ।

Breaking News