ରିପୋର୍ଟ କାର୍ଡ / ଝାରସୁଗୁଡା
ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ | ଆସନ୍ତା ୩୧ ତାରିଖ ମତଦାନ କରାଯିବ । ଏଥିପାଇଁ ପ୍ରଶାସନର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହେବ । ୩ ପ୍ରମୁଖ ଦଳର ନେତା ଓ କର୍ମୀଙ୍କ ପ୍ରଚାରରେ ସମଗ୍ର ଅଞ୍ଚଳ ଉଠୁଛି ପଡ଼ୁଛି । କର୍ମୀ ସମାବେଶ, ମିଶ୍ରଣ ପର୍ବ ଏବଂ ଜନସଭା ଜୋରସୋରରେ ଚାଲିଛି । ଘର ଘର ବୁଲି ଭୋଟରଙ୍କ ନିକଟର ହେଉଛି ଷ୍ଟାର୍ ପ୍ରଚାରକ। କରୁଛନ୍ତି ନିଜ ନିଜ ପାର୍ଥୀଙ୍କୁ ପାଇଁ ଭୋଟ ଭିକ୍ଷା | ଲୋକଙ୍କୁ ଦେଉଛନ୍ତି ପୁଳା ପୁଳା ପ୍ରତିଶୃତି |






More Stories
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..