ରିପୋର୍ଟ କାର୍ଡ / ଝାରସୁଗୁଡା
ଶେଷ ହୋଇଛି ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ । ୧୧ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ଏବେ ଇଭିଏମ୍ ବାକ୍ସରେ ସିଲ ହୋଇରହିଛି | ଆସନ୍ତା ମାସ ୩ ତାରିଖରେ ଏହାର ଫଳାଫଳ ଆସିବ । ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏକ ହଜାରରୁ ଅଧିକ ପୋଲିଂ ଅଫିସର ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହୋଇଥିଲେ । ଏଥିସହ ଆଇନଶୃଙ୍ଖଳା ରକ୍ଷା ପାଇଁ ୧ ହଜାର ପୋଲିସ, ୩ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋସ ନିୟୋଜିତ ହୋଇଥିଲେ । ତେବେ ଲଖନପୁର ବ୍ଲକର କିଛି ଭୋଟର ମତଦାନରୁ ବିରତ ରହିଥିବା ଜଣାପଡ଼ିଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..