ରିପୋର୍ଟ କାର୍ଡ / ବ୍ରହ୍ମପୁର
ଜଣେ ବସ ଯାତ୍ରୀଙ୍କ ଠାରୁ ୩୨ ଲକ୍ଷ ଟଙ୍କା ଜବତ ହୋଇଛି | ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ | ବ୍ୟକ୍ତି ଜଣକ ବସରେ ବ୍ରହ୍ମପୁର ରୁ କଟକ ଆସୁଥିଲେ | ସେ ପଶ୍ଚିମବଙ୍ଗର ବୋଲି ଜଣା ପଡି ଛି| ଗଂଜେଇ ସନ୍ଦେହ କରି ଯାଞ୍ଚ ବେଳେ ମିଳିଛି ୩୨ ଲକ୍ଷ ଟଙ୍କା | ବ୍ୟକ୍ତି ଜଣକ ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ ସେନେଇ ପୋଲିସର ସନ୍ଦେହ ବଢିଛି |






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..