ରିପୋର୍ଟ କାର୍ଡ / ବ୍ରହ୍ମହପୁର
ଦେବଦୂତସାଜି ଜୀବନ ବଞ୍ଚାଇଦେଲେ ଆର୍ପିଏଫ୍ | ବ୍ରହ୍ମପୁର ରେଳଷ୍ଟେସନ୍ରେ ଜଣେ ଯାତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି । ଚଳନ୍ତା ଟ୍ରେନ୍ରୁ ଓହ୍ଲାଇବା ପାଇଁ ଆସାମ୍ରୁ ଆସିଥିବା ଜଣେ ଯାତ୍ରୀ ଜୟଶଙ୍କର ମୁଣ୍ଡା ପ୍ଲାଟଫର୍ମକୁ ଡେଇଁ ପଡ଼ିଥିଲେ। କିନ୍ତୁ ସେ ନିୟନ୍ତ୍ରଣ ହରାଇ ପ୍ଲାଟଫର୍ମରୁ ତଳକୁ ଖସି ଯାଉଥିବା ବେଳେ ସେଠାରେ ନିୟୋଜିତ ଥିବା ଆର୍ପିଏଫ୍ କନେଷ୍ଟବଳ ସୂର୍ଯ୍ୟକାନ୍ତ ସାହୁ ଭିଡ଼ି ନେଇ ଉଦ୍ଧାର କରିଥିଲେ। ଏହି ଭିଡିଓ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି |






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..