ରିପୋର୍ଟ କାର୍ଡ / ପୁରୀ
ପୁରୀରୁ ପ୍ରାୟ ୯୭୮ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୪ ଜଣ ଗିରଫ ହୋଇଛନ୍ତି । ଉତ୍ତରା ଛକରୁ ବ୍ରାଉନସୁଗାର ଜବତ କରିଛି ପିପିଲି ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ବୋଲି ଜଣାପଡିଛି | ୪ ଙ୍କୁ ଗିରଫ କରି ପୋଲିସ ପଚାର ଉଚରା ଜାରିରଖିଛି |
More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..