ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଏସ୍କେୱାଇ ନବୀନ କାର୍ଡର ଆବେଦନ ତାରିଖ ବୃଦ୍ଧି କରାଯାଇଛି। ମଙ୍ଗଳବାର ୧୬ ଜାନୁଆରୀ ଆବେଦନର ଶେଷ ତାରିଖ ଥିବା ବେଳେ ଆସନ୍ତା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ହିତାଧିକାରୀ ଆବେଦନ କରିପାରିବେ। ଜାନୁଆରୀ ୬ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଛି। ଏବେ ଅବଧି ବୃଦ୍ଧି ପାଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଏସ୍କେୱାଇ ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ଲୋକଙ୍କ ଠାରୁ ପ୍ରସ୍ତାବ ମିଳିଥିଲା, ରାଜ୍ୟ ସରକାର ଏହା ଉପରେ ବିଚାର କରି ଅବଧି ବୃଦ୍ଧି କରିଛନ୍ତି।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..