Report Card Odisha

| Daily Odia News

ବିଏସପି ନିର୍ବାଚନରେ ଏକାକୀ ଲଢିବ:ମାୟାବତୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଏସପି ନିର୍ବାଚନରେ ଏକାକୀ ଲଢିବ ଏନେଇ ଦଳର ସୁପ୍ରିମୋ ମାୟାବତୀ ଘୋଷଣା କରିଛନ୍ତି । କୌଣସି ତୃତୀୟ ସାମ୍ମୁଖ୍ୟ କିମ୍ବା କାହା ସହିତ କୌଣସି ମେଣ୍ଟ କରିବ ନାହିଁ । ଏ ବିଷୟରେ ଚାଲିଥିବା କଳ୍ପନା ଜଳ୍ପନାକୁ ଖଣ୍ଟନ କରିଛନ୍ତି ମାୟାବତୀ । ସୂଚନା ଅନୁସାରେ ଉତ୍ତରପ୍ରଦେଶରେ କଂଗ୍ରେସ ଏବଂ ସାମାଜବାଦୀ ପାର୍ଟି ଏକାଠି ନିର୍ବାଚନ ଲଢୁଛନ୍ତି । ମାୟାବତୀଙ୍କ ଏହି ବୟାନ ପୂର୍ବରୁ ବିଏସପି ଭାରତ ସହଯୋଗୀ ଦଳ ସହିତ ଯାଇପାରେ ବୋଲି ଅନେକ ଚର୍ଚ୍ଚା ହେଉଥିଲା ।

 

Breaking News