Report Card Odisha

| Daily Odia News

ଘାଟିରେ ଖସିଲା ଯାତ୍ରୀବାହୀ ବସ୍…..

ରିପୋର୍ଟ କାର୍ଡ / ଜୟପୁର

କୋରାପୁଟ ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସୂଚନାଯୋଗ୍ୟ ଯେ, ‘ବୁଲବୁଲ’ ନାମକ ଘରୋଇ ବସ୍‌ଟି ଦାମନଯୋଡିରୁ ସମ୍ବଲପୁର ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଘାଟି ରାସ୍ତାରେ ଆମ୍ବୁଲାନ୍ସକୁ ସାଇଡ୍ ଦେବାକୁ ଯାଇ ରାସ୍ତା କଡକୁ ଖସି ପଡିଥିଲା । ବସ୍‌ଟିରେ ୧୩ ଜଣ ଯାତ୍ରୀ ଥିଲେ । କୌଣସି ଯାତ୍ରୀ କିମ୍ବା ବସ୍‌ଟିର କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି |

Breaking News