Report Card Odisha

| Daily Odia News

ବସ ଓଲଟି ୨୦ ଆହତ….

ରିପୋର୍ଟ କାର୍ଡ / ମୟୁରଭଞ୍ଜ

ଯାତ୍ରୀବାହୀ ବସ ଓଲଟି ୨୦ ଜଣ ଆହତ ହୋଇଛନ୍ତି | ବସ ଟି କରଞ୍ଜିଆ ରୁ ବାରିପଦା ଆସୁଥିଲା | NH ୧୮ କୁଳିଅଣା ବାଲିମୁଣ୍ଡୁଳି ଛକ ନିକଟରେ ବସ ଓଲଟି ପଡିଛି |  ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ  ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି |

Breaking News