ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ଋଣ ଠକେଇ ମାମଲାରେ ‘ସିବିଆଇ’ ‘ଭିଡିଓକନ୍ ଗ୍ରୁପ୍’ର ସଂସ୍ଥାପକ ବେଣୁଗୋପାଳ ଧୂତଙ୍କୁ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ‘ସିବିଆଇ’ ‘ଆଇସିଆଇସିଆଇ ବ୍ୟାଙ୍କ୍’ର ପୂର୍ବତନ ‘ସିଇଓ’ ଚନ୍ଦା କୋଚ୍ଚର୍ ଏବଂ ତାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା। ଉଲ୍ଲେଖ ଯୋଗ୍ୟ-ଭିଡିଓକନ୍ ଗ୍ରୁପ୍’ କମ୍ପାନିଗୁଡ଼ିକୁ ‘ଆଇସିଆଇସିଆଇ ବ୍ୟାଙ୍କ୍’ କରିଥିବା ଋଣ ମଞ୍ଜୁରିରେ ହୋଇଥିବା ଠକେଇ ଓ ଅନିୟମିତା ଅଭିଯୋଗକୁ ଆଧାର କରି ଏହି ମାମଲା ଚାଲିଛି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..