ରିପୋର୍ଟ କାର୍ଡ / କଟକ
ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର ଙ୍କ ଘରେ ଓ ଅଫିସ୍ରେ ସିବିଆଇ ଟିମ୍ ଚଢ଼ାଉ କରିଛି । ଦୀର୍ଘଦିନ ଧରି ପାରାଦୀପ ପୋର୍ଟ ଟ୍ରଷ୍ଟରେ ଆର୍ଥିକ ଅନିୟମିତତାକୁ ନେଇ ସିବିଆଇ ରେଡ୍ କରିଥିବା ସୂଚନା ମିଳୁଛି।ସିବିଆଇ ତରଫରୁ ଅଫିସିଆଲି କିଛି ଘୋଷଣା ହୋଇ ନ ଥିବା ବେଳେ ୨୫ ଲକ୍ଷର ଏକ ଲାଞ୍ଚ କାରବାର ଅଭିଯୋଗରେ ଏହି ଚଢାଉ ଚାଲିଥିବା ଜଣାଯାଇଛି। OSL ଅଫିସରେ ୨ଟି ଟିମ୍ ଚଢ଼ାଉ କରିଛନ୍ତି। ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ସେହିପରି ପାରାଦୀପର ୪ଟି ସ୍ଥାନରେ ଚଢାଉ ଚାଲିଛି ।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଜଳିଗଲା ବସ୍,୧୦ ମୃତ……