ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ ହେବେ ନୂଆ ସିଡିଏସ । ଆଜି ଅନୀଲ ଚୌହ୍ୱାନ ନୂଆ ସିଡିଏସ ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି । ସିଡିଏସ ସହ ମିଲିଟାରୀ ଆଫେୟାର୍ସ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ । ଜେନେରାଲ ବିପିନ ରାୱତଙ୍କ ଦେହାନ୍ତ ପରେ ସିଡିଏସ ପଦବୀ ଖାଲି ପଡିଥିଲା । ୧୯୬୧ରେ ଜନ୍ମିତ ଅନୀଲ ଚୌହ୍ୱାନ ଗତବର୍ଷ ଅବସର ନେଇଥିଲେ । ସେ ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡିଂ ଇନ୍ ଚିଫ୍ ଥିଲେ | ୯ ମାସ ପରେ ନୂଆ ସିଡିଏସ ଭାବେ ନିଯୁକ୍ତି ହୋଇଛନ୍ତି ଅନୀଲ ଚୌହ୍ୱାନ ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..