ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୮ ତାରିଖ ମଂଗଳବାର କାର୍ତ୍ତିକ ପୂର୍ଣ୍ଣିମା ସେହିଦିନ ଚନ୍ଦ୍ର ଗ୍ରହଣ | ଓଡ଼ିଶା ସମେତ ଭାରତରେ ପାଳନୀୟ ମଙ୍ଗଳବାର ପ୍ରାତଃ ଘ ୫.୩୯ମି ଠାରୁ ଦେବନୀତି,ପାକତ୍ୟାଗ,ଅନ୍ନଭୋଜନ ନିଷେଧ କରାଯାଇଛି । ସଂଧ୍ୟା ଘ ୬.୧୯ମି ପରେ ସ୍ନାନ ସାରି ଦେବପୂଜା ପାକକର୍ମ ଅନ୍ନଭୋଜନ କରିବେ। ଶିଶୁ ବୃଦ୍ଧ ରୋଗୀ କ୍ଷୁଧାତୁର ବ୍ୟକ୍ତି ମାନଙ୍କ ପକ୍ଷେ ନିୟମ ଲଂଘନୀୟ କରିପାରିବେ | ମଂଗଳବାର ପ୍ରାତଃ ଘ୫.୩୯ମି ପୂର୍ବରୁ ଦେବପୂଜା,ଡଂଗା ଭସା, ପାକ କର୍ମାଦି,ଅନ୍ନଭୋଜନ କରିପାରିବେ। ଗ୍ରହଣ ସମୟ ଅପରାହ୍ନ ୨ ଘଂଟା ୩୯ମିନିଟ୍ ୧୪ସେକେଣ୍ଡ ରୁ ସଂଧ୍ୟା ୬ଘଂଟା ୧୯ମିନିଟ୍ ୫ସେକେଣ୍ଡ ପର୍ଯନ୍ତ। ବିଶେଷ କରି ଗ୍ରହଣ ସମୟରେ ନ ଖାଇବା ଭଲ।






More Stories
ସସ୍ମିତଙ୍କ ଇସ୍ତଫା ଗୃହୀତ…..
କୁଆପଥର ବର୍ଷା ସହ ଝଡ଼ପବନ…..
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….