ରିପୋର୍ଟ କାର୍ଡ / ପୁରୀ
ଆଜି ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ। ସଂଧ୍ୟା ୬ଟାରେ ଭକ୍ତନିବାସରେ ବସିବ ଏହି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଛତିଶାନିଯୋଗ ବୈଠକ ବସିବ। ସ୍ନାନପୂର୍ଣ୍ଣମା ନୀତିକାନ୍ତି ଓ ପ୍ରସ୍ତୁତି ସହ ଶୃଙ୍ଖଳିତ ରଥଯାତ୍ରା ଉପରେ ଏଥିରେ ଆଲୋଚନା ହେବ ବୋଲି ଜଣାଯାଇଛି। ସ୍ନାନପୂର୍ଣ୍ଣମା ନୀତିନିର୍ଘଣ୍ଟକୁ ଅନୁମୋଦନ କରିବ ଛତିଶାନିଯୋଗ।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂ ମାମଲା:ଆଜି ଶୁଣାଣି…..
ଲୋକସେବା ଭବନ ‘ତମାଖୁମୁକ୍ତ ଅଞ୍ଚଳ’ ଘୋଷିତ…..