ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନରେ ବ୍ୟାପିଇବାରେ ଲାଗିଛି ରହସ୍ୟମୟ ନିମୋନିଆ | ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଲାଣି। ଏହି ଚୀନ ହିଁ ବ୍ୟାପିଥିଲା ମହାମାରୀ କରୋନା। ବର୍ତ୍ତମାନ ଶ୍ୱାସ ସମ୍ବନ୍ଧୀୟ ରୋଗ ବ୍ୟାପୁଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଚୀନକୁ ଏନେଇ ଅଧିକ ତଥ୍ୟ ମାଗିଥିଲା, ଯାହାର ପ୍ରତିକ୍ରିୟା ରଖିଛି ଚୀନ୍। ଚୀନ୍ କହିଛି ଯେ, ବର୍ତ୍ତମାନ ସୁଦ୍ଧା ଦେଶରେ କୌଣସି ପ୍ରକାର ନୂଆ ରୋଗ ଚିହ୍ନଟ କରାଯାଇ ନାହିଁ। ଶିଶୁମାନଙ୍କ କ୍ଷେତ୍ରରେ ବ୍ୟାପୁଥିବା ରୋଗ ଏକ ସାଧାରଣ ବ୍ୟାକ୍ଟେରିଆ ମାଇକୋପ୍ଲାଜମା ନିମୋନିଆ ପ୍ରକାର ସଂକ୍ରମଣ, ଯାହା ସାଧାରଣତଃ ଛୋଟ ପିଲାମାନଙ୍କୁ ପ୍ରଭାବିତ କରିଥାଏ।






More Stories
ଦିଲ୍ଲୀ ବୋମା ବିସ୍ଫୋରଣ: ରହିଛି ଓଡିଶା ଲିଙ୍କ୍!….
ଚୀନକୁ ଆମେରିକାର ଖୋଲା ଚେତାବନୀ…..
ସରକାରଙ୍କ ବଡ଼ ଘୋଷଣା:ତେଲ-ଗ୍ୟାସ ସପ୍ଲାଏରେ…..