ରିପୋର୍ଟ କାର୍ଡ / ଭୁବନେଶ୍ୱର
କ୍ୟାପିଟାଲ ହସପିଟାଲରେ ସଫେଇ କର୍ମଚାରୀଙ୍କ ଧାରଣା। ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସପିଟାଲ ପରିସର । ଦରମା ବୃଦ୍ଧି , ଦଶହରା ବୋନୋସ ଦାବିରେ ଧାରଣାରେ ବସିଛନ୍ତି ୩ଶହ ସଫେଇ କର୍ମଚାରୀ। କାଜୁଆଲଟିରୁ ଅନ୍ୟ ଏମର୍ଜେନେସି ବିଭାଗ ସବୁଠି ପଡ଼ି ରହିଛି ଅଳିଆ ଆବର୍ଜନା। ଗତକାଲି ଠାରୁ ସଫେଇ କର୍ମଚାରୀ ଧାରଣାରେ ବସିଥିବା ବେଳେ ହସ୍ପିଟାଲ ଭିତର ପରିବେଶ କଥା ନକହିବା ଭଲ । ଏଭଳି ପରିସ୍ଥିରେ ହନ୍ତସନ୍ତ ହେଉଛନ୍ତି ରୋଗୀ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..