ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୧୦ ଦସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ ବା ଏଇଇଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ପଞ୍ଚାୟତ ଓ ପାନୀୟ ଜଳ ବିଭାଗରେ ୨୧୦ ଜଣ ନିଯୁକ୍ତି ପାଇଥିବା ସୂଚନା ମିଳିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦିଅ । ସବୁ କଚ୍ଚା ଘରକୁ ପକ୍କା କରିବାକୁ ସରକାରୀ ପ୍ରତିଶ୍ରୁତିବଦ୍ଧ । ୨୦୧୪ ସୁଦ୍ଧା ସବୁ ଗାଁରେ ଘରକୁ ପାଇପ ପାଣି ଯୋଗାହେବ । ସେଥିପାଇଁ ପଞ୍ଚାୟତ ସ୍ତରରେ ସରକାର ଅଧିକ ମାନବ ସମ୍ବଳ ଯୋଗାଉଛନ୍ତି ।’
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……