ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏପ୍ରିଲ ୩ ରୁ ୯ ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନାରେ ବିଜନେସ୍ ମିଟ୍ ରେ ଯୋଗଦେବେ ନବୀନ । ୩ ଟି ସହର ଟୋକିଓ, କ୍ୟୋଟୋ ଏବଂ ଓସାକାରେ ନବୀନଙ୍କ ବିଜନେସ୍ କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ଜାପାନର ବଡ଼ ବଡ଼ କମ୍ପାନୀ ଓଡ଼ିଶାରେ କିଭଳି ପୁଞ୍ଜି ନିବେଶ କରିବେ ତାହା ଉପରେ ଗୁରୁତ୍ୱ ଦେବେ ମୁଖ୍ୟମନ୍ତ୍ରୀ । ଫୋକସରେ ରହିବ ଟେକ୍ନୋଲୋଜି ଭିତ୍ତିକ ଶିଳ୍ପ । ଏହା ପୂର୍ବରୁ ବାଣିଜ୍ୟିକ କାର୍ଯ୍ୟକ୍ରମରେ ନବୀନ ଇଟାଲି ଏବଂ ୟୁ.ଏ.ଇ. ଯାଇଥିଲେ। ବିଭିନ୍ନ ଶିଳ୍ପପତିଙ୍କ ସହିତ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଲୋଚନା କରିଥିଲେ ।






More Stories
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..
ପାକିସ୍ତାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି…..