Report Card Odisha

| Daily Odia News

ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୧୦ ଦିନିଆ ବିଦେଶ ଗସ୍ତ ଶେଷ କରି ଗରୁୁବାର ବିଳମ୍ବିତ ରାତିରେ ବିଦେଶରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଓଡ଼ିଶାର ଗୌରବଗାଥାକୁ ବିଦେଶରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି । ରୋମରେ ଓଡ଼ିଶାର ରୂପାନ୍ତରଣ କାହାଣୀ ବିଶ୍ୱ ସମଦାୟ ନିକଟରେ ପହଞ୍ଚାଇବା ପରେ ଓଡ଼ିଶାକୁ ଅଧିକ ଶିଳ୍ପ ସମୃଦ୍ଧ କରିିବା ନିମନ୍ତେ ନିବେଶକ ସମ୍ମେଳନ ଆପତତଃ ଫଳପ୍ରସୂ ହୋଇଛି । ୧୦ ବର୍ଷ ବ୍ୟବଧାନରେ ୧୦ ଦିନିଆ ବିଦେଶ ଗସ୍ତରେ ଯାଇଥିଲେ ମଖ୍ୟମନ୍ତ୍ରୀ । ରୋମରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟାଳୟ ଓଡ଼ିଶାର ରୂପାନ୍ତରଣ କାହାଣୀ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ । ଓଡ଼ିଆଙ୍କ ସହ ତାଙ୍କର ଭାବ ବିନିମୟ ହୋଇଥିଲା।

Breaking News