ରିପୋର୍ଟ କାର୍ଡ / ମୟୂରଭଞ୍ଜ
ଜାତୀୟ ରାଜମାର୍ଗ ଅବରୋଧ କରି ଜିଲ୍ଲାପାଳଙ୍କ ଗାଡ଼ିକୁ ପଥର ମାଡ଼ ହୋଇଥିବା ସୂଚନା ମିଳିଛି । ମୟୁରଭଞ୍ଜ ଭାଗବାନପୁର ପଞ୍ଚାୟତର ପଞ୍ଚାୟତ ଗୃହ ନିର୍ମାଣ ସ୍ଥାନକୁ ସ୍ଥାନୀୟ ଅଞ୍ଚଳରେ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଅର୍ଦ୍ଧ ନିର୍ମିତ ପଞ୍ଚାୟତ ଗୃହକୁ ଭାଙ୍ଗିବା ସହିତ ଉତ୍ତେଜନା ଲାଗି ରହିଛି । ପରେ ଉତ୍ୟକ୍ତ ଗ୍ରାମବାସୀ କୁଳିଅଣା ବ୍ଲକର ସହରୀ ନିକଟରେ ଜାତୀୟ ରାଜପଥ ୧୮ ଅବୋରାଧ କରିଥିଲେ । ଏହି ସମୟରେ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଛି । ତେବେ ଘଟଣାସ୍ଥଳରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପହଁଞ୍ଚିଥିଲା ବେଳେ ଉତ୍ୟକ୍ତ ଗ୍ରାମବାସୀ ବଡ ନୂଆଗାଁ ନିକଟରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଗାଡିକୁ ଆକ୍ରମଣ କରିଥିବାର ଖବର ଆସିଛି । ଏହି ସମୟରେ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଛି । ତେବେ ଘଟଣାସ୍ଥଳରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପହଁଞ୍ଚିଥିଲା ବେଳେ ଉତ୍ୟକ୍ତ ଗ୍ରାମବାସୀ ବଡ ନୂଆଗାଁ ନିକଟରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଗାଡିକୁ ଆକ୍ରମଣ କରିଥିବାର ଖବର ଆସିଛି ।





More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..