ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଲୋକସେବା ଭବନ ଘେରାଉ କରିବ କଂଗ୍ରେସ। ସକାଳ ୧୧ଟାରେ ଲୋକସେବା ଭବନ ଘେରାଇ କରିବାକୁ କଂଗ୍ରେସ ଯୋଜନା କରିଛି। ଜିଲ୍ଲା ସଭାପତିଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ୨୪ ବର୍ଷର ବିଫଳ ସରକାର ବିରୋଧରେ ଜୋରଦାର ପ୍ରତିବାଦ ସ୍ବରୂପ ଏହି ଘେରାଉ କରିବ କଂଗ୍ରେସ। ଏଥିରେ ସବୁ ସାଙ୍ଗଠନିକ ଜିଲ୍ଲାରୁ କଂଗ୍ରେସ କର୍ମୀ ଓ ନେତା ସାମିଲ୍ ହେବେ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..